This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ରେ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର
Orient, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ରେ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର l ବେଲପାହାଡ ପୋଲିସ ଘଟଣାସ୍ଥଳ କୁ ପହଂଚି ତଦନ୍ତ ଆରମ୍ଭ କରିଛି l ମୃତ ଯୁବକ ଜଣକ ଗୁମାଡେରା ର ସଚିନ ପାଣ୍ଡେ ବୋଲ ଜଣାପଡିଛି l ସୂଚନା ମୁତାବକ ସଚିନ ବେକରେ ଫାସ ଲଗାଇ ଝୁଲି ପଡିଥିବା ପରିବାର ଲୋକେ ଦେଖିବା ସହ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗୁମାଡେରା ର ଏକ ଚିକିତ୍ସାଳୟ କୁ ନେଇଥିଲେ l ହେଲେ ଡାକ୍ତର ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ l