Download Now Banner

This browser does not support the video element.

କଟକ ପୌରାଞ୍ଚଳ: ହ୍ୟୁଜ୍‌‌’ ଆପ୍‌ ଜରିଆରେ କୋଟିଏରୁ ଅଧିକ ଟଙ୍କା ଠକେଇ ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରବିବାର ଗିରଫ କରିଛି ସାଇବର ଥାନା ପୋଲିସ

Cuttack M Corp PS, Cuttack | Aug 31, 2025
ହ୍ୟୁଜ୍‌‌ ମୋବାଇଲ୍‌ ଆପ୍‌ ଜରିଆରେ କୋଟିଏରୁ ଅଧିକ ଟଙ୍କା ଠକେଇ ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରବିବାର ସନ୍ଧ୍ୟା ୬ଟାରେ ଗିରଫ କରିଛି ସାଇବର ଥାନା ପୁଲିସ। ଅଭିଯୁକ୍ତ ନାମ ପାର୍ଥସାରଥି ଦାସ (୬୩) ଏବଂ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ କଟକର ବାଦାମବାଡ଼ି ଅଞ୍ଚଳରେ ରହୁଛନ୍ତି। ତାଙ୍କ ନିକଟରୁ ସାଢ଼େ ୩ ଲକ୍ଷ ଟଙ୍କା ଜବତ କରାଯାଇଛି।
Read More News
T & CPrivacy PolicyContact Us