Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗାଡି ହଟାଇବାକୁ କହିବାରୁ ମୁଣ୍ଡରେ ଚାବି ଚାବି ପୁରାଇ କଣା କରିଦେଲେ ଦୁର୍ବୁତ୍ତ, ଘଟଣା ଘଟିଛି ଭୀମଟାଙ୍ଗୀ ପୋଷ୍ଟ ଅଫିସ ରାସ୍ତାରେ
Bhubaneswar M Corp, Khordha | Sep 5, 2025
ଗାଡି ହଟାଇବାକୁ କହିବାରୁ ମୁଣ୍ଡରେ ଚାବି ଚାବି ପୁରାଇ କଣା କରିଦେଲେ ଦୁର୍ବୁତ୍ତ, ଘଟଣା ଘଟିଛି ଭୀମଟାଙ୍ଗୀ ପୋଷ୍ଟ ଅଫିସ ରାସ୍ତାରେ | ଭୀମଟାଙ୍ଗୀ ପୋଷ୍ଟ ଅଫିସ ଛକ ରାସ୍ତା ମଝିରେ ବାଇକ ରଖି ରାସ୍ତା ଅବରୋଧ କରି ନାଚିବା ସହ ଉତ୍ପାତ ହେଉଥିଲେ ଜଣେ ଅସାମାଜିକ ଯୁବକ। ସେହି ରାସ୍ତାରେ ଯାଉଥିବା ବିଭୁତି ଭୂଷଣ ଦାସ ରାସ୍ତା ଅବରୋଧ ହଟାଇବାକୁ କହିଥିଲେ। ଏଥିରେ ରାଗିଯାଇ ଅସାମାଜିକ ଯୁବକ ଜଣକ ତାଙ୍କ ମୁଣ୍ଡରେ କାର ଚାବି ଭର୍ତ୍ତି କରି କଣା କରି ଦେଇଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ବିଳମ୍ବିତ ରାତି 2.21ରେ ଏୟାରଫିଲ୍ଡ ଥାନାର ଦ୍ବାରସ୍ଥ ହୋଇଥିଲେ ବିଭୂତି।
Share
Read More News
T & C
Privacy Policy
Contact Us
Your browser does not support JavaScript!