This browser does not support the video element.
ଯାଜପୁର: ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମଣ୍ଡପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆୟୋଜିତ ଶତବାର୍ଷିକ ସମାରୋହ ଉଦଯାପିତ
Jajapur, Jajpur | Aug 23, 2025
ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମଣ୍ଡପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆୟୋଜିତ ଶତବାର୍ଷିକ ସମାରୋହ ଉଦଯାପିତ ହେଇଯାଇଛି l ଜିଲ୍ଲା ସଭାପତି ଈଶ୍ୱର ପରିଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ରାଜ୍ୟ କମ୍ୟୁନିଷ୍ଟ ନେତା ପ୍ରଶାନ୍ତ ମିଶ୍ର,ଅମେରେନ୍ଦୁ ମହାନ୍ତି, ଆଲୋକ ମହାନ୍ତି ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରରେ କିଭଳି ଦୁର୍ନୀତି ଓ ଦରଦାମ ବୃଦ୍ଧି ହେଇଛି ଆଲୋଚନା କରିଥିଲେ l