Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ପ୍ରଜାପିତା ବ୍ରହ୍ମା କୁମାରୀ କେନ୍ଦ୍ରରେ ବିଶ୍ବ ଭ୍ରାତୃତ୍ୱ ଦିବସ ପାଳିତ

Baudh Sadar, Boudh (Bauda) | Aug 25, 2025
ସୋମବାର ଦିନ ବୌଦ୍ଧ ପ୍ରଜାପିତା ବ୍ରମ୍ହା କୁମାରୀ କେନ୍ଦ୍ରରେ ଦାଦି ପ୍ରକାଶ ମଣିଙ୍କ ମହା ପ୍ରୟାଣ ଦିବସ ଅବସରରେ ବିଶ୍ବ ଭ୍ରାତୃତ୍ୱ ଦିବସ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ସୁଧୀର କୁମାର୍ କର୍ଣ୍ଣ, ବରିଷ୍ଠ ସାହିତ୍ୟିକ ଡ. ସଞ୍ଜୟ କୁମାର ପଣ୍ଡା, ଅବସରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା, ସମାଜସେବୀ ଦେବାଶିଷ ପୁରୋହିତ ଯୋଗ ଦେଇଥିଲେ | କେନ୍ଦ୍ର ସଞ୍ଚାଲିକା ମାମିନା ଭଉଣୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us