Install App
shantanupanda7
This browser does not support the video element.
ରାସଗୋବିନ୍ଦପୁର: ଚିଲବସା ଓ ଅସନବଣି ଗାଁରେ ଚୋରା ଦେଶୀମଦ କାରଖାନା ଉପରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ
Rasagobindapur, Mayurbhanj | Sep 28, 2025
ମୋରଡା ବ୍ଲକ ଅଧୀନଚିଲବସା, ଅସନବଣିରେ ରବିବାର ଅପରାହ୍ନ ସାଢେ ଚାରିଟାରେ ଚୋରା ଦେଶିମଦ କାରଖାନା ଉପରେ ଚଢ଼ାଉକରି ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ଗୁଡିକୁ ଜବତ କରି ନଷ୍ଟ କଲା ଅବକାରୀ ବିଭାଗ l ସୂଚନା ମୁତାବକ ମୋରଡା ବ୍ଲକ ଅଧୀନ ଅସନବଣି ଏବଂ ଚିଲବସା ଇଲାକାରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ଅବକାରୀ ବିଭାଗ ପକ୍ଷରୁ ରବିବାର ଅପରାହ୍ନରେ ଚଢ଼ାଉ କରାଯାଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!