This browser does not support the video element.
ସଦର: ବେଲପଡ଼ାର ଜନୈକ ବ୍ୟବସାୟୀଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ବାଣ
Sadar, Kalahandi | Sep 29, 2025
କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ା ସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ସ୍ବତନ୍ତ୍ର ଟିମ୍ ରବିବାର ପୂର୍ବାହ୍ନରେ ବ୍ୟବସାୟୀଙ୍କ ଦୋକାନ ଘରେ ରେଡ୍ କରିଛନ୍ତି। ଏନେଇ ଆଜି ୧୨ ଟାରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।