This browser does not support the video element.
କୋରେଇ: ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ଦଶରଥପୁର କଲ୍ୟାଣ ମଣ୍ଡପ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ
Korai, Jajpur | Sep 12, 2025
ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ଦଶରଥପୁର କଲ୍ୟାଣ ମଣ୍ଡପ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ଦଶରଥପୁର କଂଗ୍ରେସ ସଂଗଠବ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ l ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ମନୋଜ ରାଉତଙ୍କ ନେତୃତ୍ୱରେ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସେଣ୍ଟ୍ରାଲ ଅବଜର୍ଭ ଚାରୁଲତା ଟୋକସ ଓ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଯୋଗଦେଇ କିଭଳି ଦଶରଥପୁର ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ