Install App
pipilisatybadinews
This browser does not support the video element.
ସତ୍ୟବାଦୀ: ବୁଧବାର ସତ୍ୟବାଦୀ ଟ୍ରେନ ଲାଇନ କ୍ରସିଂ ପାଖରେ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର,ଆହତ ଡ୍ରାଇଭର ସତ୍ୟବାଦୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି
Satyabadi, Puri | Mar 13, 2024
ବୁଧବାର ଦିନ 2 ଘଟିକା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ର ଟ୍ରେନ ଲାଇନ କ୍ରସିଂ ନିକଟରେ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ଡ୍ରାଇଭର ଆହତ ହୋଇଥିଲେ । ଘଟଣା ସ୍ଥଳରେ ଭିଡ଼ ହୋଇଥିଲା । ଆମ୍ବୁଲାନ୍ସ କୁ ଡାକି ଆହତ ଚାଳକଙ୍କୁ ସତ୍ୟବାଦୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ସୂଚନା ହସ୍ତଗତ ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!