Download Now Banner

This browser does not support the video element.

ବିଞ୍ଝାରପୁର: ରଣପୁର ପଂଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାକୁ ଅସିଦ୍ଧ ଘୋଷଣା କରିବା ଦାବିରେ ପଂଚାୟତ ବାସୀ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର

Binjharpur, Jajpur | Sep 27, 2025
ରଣପୁର ପଂଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାକୁ ଅସିଦ୍ଧ ଘୋଷଣା କରିବା ଦାବିରେ ପଂଚାୟତ ବାସୀ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏହାକୁ ବେଆଇନ ବୋଲି ଦର୍ଶାଇ ଅନାସ୍ଥା ଆଗତକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ।
Read More News
T & CPrivacy PolicyContact Us