This browser does not support the video element.
କେନ୍ଦୁଝର ସହର: ନରଣପୁର ମଣ୍ଡଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ
Kendujhar Town, Kendujhar | Sep 9, 2025
ନରଣପୁର ମଣ୍ଡଳ ପକ୍ଷରୁ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ପରିସରର ନରଣପୂର ମଣ୍ଡଳର ମଣ୍ଡଳ ସ୍ତରୀୟ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। । ମଣ୍ଡଳ ସଭାପତି ରତି ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଦିଲ୍ଲୀପ କୁମାର ପଣ୍ଡା ଯୋଗ ଦେଇ ଏହି ସେବା ପକ୍ଷ ପାଳନ ନେଇ ଉପସ୍ଥିତ ସଦସ୍ୟଙ୍କୁ ଲକ୍ଷ ଉଦ୍ଦେଶ୍ୟ ନେଇ ଅବଗତ କରାଇଥିଲେ। ୧୭ ସେପ୍ଟେମ୍ୱରରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ହେବାକୁ ଥିବା ସେବା ପକ୍ଷରେ ବିଭିନ୍ନ ସାମାଜିକ କାର୍ଯ୍ୟନେଇ ସଂକଳ୍ପ ନିଆଯାଇଥିଲା।