Install App
sanjayakumar.naik
This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମାକ୍ରି ପଡ଼ା ଠାରେ ବିଗତ ଦିନର ଦୁଇ ଗ୍ରାମର ଆପୋଶି ଗଣ୍ଡଗୋଳର କରାଗଲା ସମାଧାନ
Kantabanji, Balangir | Oct 8, 2025
ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମର UGHS ଠାରେ ବିଗତ ଦିନରୁ ଦୁଇ ଗ୍ରାମର ଗଣ୍ଡ ଗୋଳର ଆପୋସି ସମାଧାନ କରିବା ପାଇଁ ଓ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢାରେ ବ୍ୟତିକ୍ରମ ନ ହେବା ପାଇଁ ଗ୍ରାମର ସମସ୍ତ ଲୋକଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ପଦକ୍ଷେପ ନିଆଗଲା। ଯେଉଁଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ହଂସ ରାଜ ଜୈନ ଓ ଅନ୍ୟ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!