Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟ କ୍ରମ ଅନୁଷ୍ଠିତ

Dhenkanal Sadar, Dhenkanal | Sep 19, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ତା ୧୯।୯ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ସ୍ବଦେଶୀ ଜାଗରଣ ମଞ୍ଚ ଢେଙ୍କାନାଳ ତରଫରୁ ଏକ ସ୍ୱାବଲମ୍ବି ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ଅଧକ୍ଷ ତଥା ଶିକ୍ଷକ ନେତା ଗୋଲକ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଓଡିଶା ସରକାର ଓ ଭାରତ ସରକାର ଙ୍କର ବିଭିନ୍ନ ଦକ୍ଷତା ବିକାଶ ଓ ଷ୍ଟାର୍ଟ ଅଫ ଓଡିଶା ର କାର୍ଯ୍ୟକ୍ରମ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଦୀଗଦର୍ଶନ ଦେଇ ଥିଲେ ।
Read More News
T & CPrivacy PolicyContact Us