Download Now Banner

This browser does not support the video element.

ବଡସାହି: ୧୮ନଂ ଜାତୀୟରାଜପଥ ବେତନଟୀ ଥାନା ଛକରେ ଅଜଣାଗାଡି ଧକ୍କାରେ ସ୍କୁଟି ଚାଳକ ଗୁରୁତର, ଉଦ୍ଧାର କଲେ ସ୍ଥାନୀୟଲୋକ

Barsahi, Mayurbhanj | Sep 6, 2025
୧୮ନଂ ଜାତୀୟ ରାଜପଥ ବେତନଟୀ ଥାନା ଛକରେ ଶନିବାର ରାତି ଏଗାରଟାରେ ଅଜଣା ଗାଡି ଧକ୍କାରେ ସ୍କୁଟିଚାଳକ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଜନୈକ ଯୁବକ ସ୍କୁଟି ଯୋଗେ ଯାଉଥିବା ବେଳେ ୧୮ନଂ ଜାତୀୟରାଜପଥ ବେତନଟୀ ଥାନା ଛକରେ ଏକ ଅଜଣାଗାଡି ଧକ୍କାଦେଇ ଫେରାର ହୋଇଯାଇଥିଲା l ରକ୍ତଜୁଡୁବୁଡୁ ଅବସ୍ଥାରେ ଗୁରୁତର ସ୍କୁଟି ଚାଳକଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l
Read More News
T & CPrivacy PolicyContact Us