Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସ ଦ୍ବାରା ବେଆଇନ୍ ମଦ କାରବାର କରିବା ଅଭିଯୋଗରେ ମାନମୁଣ୍ଡା ରୁ ଜଣେ ମହିଳା 12 ବୋତଲ ବିଅର ସହ ଗିରଫ

Sundargarh Town, Sundargarh | Sep 26, 2025
ଆଜି ସେପ୍ଟେମ୍ୱର ମାସ 26 ତାରିଖ ଶୁକ୍ରବାର ଧରୁଆ ଡିହି ପୋଲିସ ପୁଣି ଅପରେସନ ପ୍ରହାର । ମାନମୁଣ୍ଡା ଗାଁର ସେବତୀ କଛପ ନାମକ ଜଣେ ମହିଳା 12 ବୋତଲ କିଙ୍ଗ ଫିଶର ବିଅର୍ ସହିତ ଗିରଫ ହୋଇଛନ୍ତି। ମହିଳା ଜଣଙ୍କ ଏହି ବେଆଇନ ମଦ କାରବାର ନେଇ ସଦର ଏଡିପିଓ ଙ୍କୁ ସୂଚନା ମିଳିଥିଲା। ଏ ନେଇ ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର ଧରୁଆ ଡିହି ପୋଲିସକୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଧରୁଆ ଡିହି ପୋଲିସ ସନ୍ଧ୍ୟା 5 ଟା ପାଖାପାଖି ସମୟରେ ଏହି ଚଢାଉ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛନ୍ତି। ତେବେ ଏହି ମାମଲାରେ ସଂପୃକ୍ତ ମହିଳାଙ୍କ ନାମରେ ଧରୁଆ ଡିହି ଥାନା କେଶ ନମ୍ବର 185
Read More News
T & CPrivacy PolicyContact Us