Install App
gudayagirikhabar
This browser does not support the video element.
ଜି ଉଦୟଗିରି: ଘୁ.ଉଦୟଗିରି ରେ ଜନ୍ମାଷ୍ଟମୀ ପର୍ଵ ପାଳିତ।ଶିଶୁମନ୍ଦିର ର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ଭ୍ରମଣ କଲେ।
G Udayagiri, Kandhamal | Aug 26, 2024
ଘୁ ଉଦୟଗିରି:ଆଜି ପବିତ୍ର ଜନ୍ମାଷ୍ଟମୀ।ଏହି ଅବସରରେ ସାରା ଅଞ୍ଚଳରେ ଉତ୍ସବର ମାହୋଲ।ସ୍ଥାନୀୟ ଜଗନ୍ନାଥ ମନ୍ଦିର ଏବଂ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ପୂଜାପାଠ,ଧୂପଦୀପ, ନାମ ସଂକୀର୍ତ୍ତନ ସହ ପ୍ରଭୁ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଯୁଗଳମୂର୍ତି କୁ ସୁସଜ୍ଜିତ କରାଯାଇ ପୂଜାର୍ଚନା ପରେ ଆଳତି କରାଯାଇ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ସକାଳୁ ସାକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗଥିବା ବେଳେ ସ୍ଥାନୀୟ ଶିଶୁ ମନ୍ଦିର ରେ ଆଜି ଜନ୍ମାଷ୍ଟମୀ ପାଳନ କଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!