Download Now Banner

This browser does not support the video element.

କେନ୍ଦ୍ରାପଡା: ସରକାରୀ ଅନୁଦାନ ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ପ୍ରଦର୍ଶନ କଲା ଗାଁସାଥୀ ସଂଘ

Kendrapara, Kendrapara | Aug 26, 2025
ନିରନ୍ତର ଭାବେ ଗାଁ ସାଥୀ ମାନେ ବିଭିନ୍ନ ସରକାରୀ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ମିଳୁନାହିଁ l ଏଣୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଜିଲାପାଳ ଅଫିସ ଆଗରେ ଧାରଣା ପ୍ରଦର୍ଶନ କରାଯାଇଛି l
Read More News
T & CPrivacy PolicyContact Us