Download Now Banner

This browser does not support the video element.

ନର୍ଲା: ସରକାରୀ ଜମି ଚିହ୍ନଟ ପାଇଁ ବଡ଼ଧାରପୁର ଯୁବକ ସଂଘ ପକ୍ଷୁ ତହସିଲଦାରଙ୍କୁ ଦରଖାସ୍ତ

Narala, Kalahandi | Sep 8, 2025
ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମରେ ଥିବା ଯେତେ ସବୁ ସରକାରୀ ଜାଗାକୁ ଡିମାର୍କେସନ କରିବା ପାଇଁ ଆଜି ନର୍ଲା ତହସିଲଦାରଙ୍କୁ ବଡ ଧାରପୁର ଯୁବକ ସଂଘ ତରଫରୁ ଦରଖାସ୍ତ ଦିଆଯାଇଛି।ସୂଚନା ଅନୁଯାୟୀ ବଡ଼ଧାରପୁର ଯୁବକ ସଂଘର ଉପଦେଷ୍ଠା ମଣ୍ଡଳୀର ସଦସ୍ୟ ସଭାପତି ତଥା ସମ୍ପାଦକ ସମସ୍ତେ ନିଷ୍ପତି ନେଇ ଉକ୍ତ ଜମିରେ ପୁନର୍ବାର ବୃକ୍ଷରୋପଣ କରି ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବାର ନିଆରା ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଡ ଧାରପୁର ଯୁବକ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତହସିଲଦା ଦରଖାସ୍ତ ଦିଆଯାଇଛି।
Read More News
T & CPrivacy PolicyContact Us