Download Now Banner

This browser does not support the video element.

କେନ୍ଦ୍ରାପଡା: ଜିଲାର ସ୍ୱାସ୍ଥ୍ୟବିଭାଗ ସମସ୍ୟା ନେଇ ମହିପାଳରେ ପ୍ରତିକ୍ରିୟା ରଖିଲେ ରାଜନଗର ବିଧାୟକ ଧ୍ରୁବ ସାହୁ

Kendrapara, Kendrapara | Sep 6, 2025
କେନ୍ଦ୍ରାପଡ଼ା ଜିଲାରେ ସ୍ୱାସ୍ଥ୍ୟବିଭାଗର ବିଭିନ୍ନ ସମସ୍ୟା ରହିଛି l ସେସବୁ ଅବସ୍ଥାର ସୁଧାର କରାଯିବାର ଆବଶ୍ୟକତା ରହିଛି l ଏ ନେଇ ମହିପାଳରେ ପ୍ରତିକ୍ରିୟା ରଖିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ l
Read More News
T & CPrivacy PolicyContact Us