Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: FM ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ, ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂ ଙ୍କ ପ୍ରତିକ୍ରିୟା
Bhubaneswar M Corp, Khordha | Sep 6, 2025
FM ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ | ସମସ୍ତ FM ଚ୍ୟାନେଲ ଶହ କଥା ହୋଇଛି କମିସନରେଟ ପୋଲିସ | ଟ୍ରାଫିକ ପୋଲିସ ସହ ସେମାନେ ମିଶିକି କାମ କରିବେ | ଆଗରୁ ଏହିଭଳି FM ଦ୍ୱାରା ସୂଚନା ଦିଆଯାଉଥିଲା | ତାହା ଡ଼ିସକଣ୍ଟିନ୍ୟୁ ହେଇଥିଲା | କିନ୍ତୁ ଏବେ ଏହାକୁ ପୁଣି ଥରେ ଆରମ୍ଭ କରିଛି କମିସନରେଟ ପୋଲିସ | ଟ୍ରାଫିକ ପରିଚାଳନା କୁ ସୁଦୃଢ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ |
Share
Read More News
T & C
Privacy Policy
Contact Us
Your browser does not support JavaScript!