This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା କଂଗ୍ରେସର ଅଫିସରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Sambalpur M, Sambalpur | Sep 9, 2025
-କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅସମ୍ବଲପୁର ରେ ଏଆଇସିସି ପର୍ଯ୍ୟବେକ୍ଷକ ଇନ୍ଦ୍ରଜ୍ ସିଂ ଗୁରଜର l ସମ୍ବଲପୁର ଜିଲ୍ଲାରେ ସେପ୍ଟେମ୍ବର ୯ ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଦିନ ଧରି ଏହି ସୃଜନ ଅଭିଯାନ ଆୟୋଜିତ ହେବ l ଏଥିପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପର୍ଯ୍ୟବେକ୍ଷକ ରାଜସ୍ଥାନର ପୂର୍ବତନ ବିଧାୟକ ଇନ୍ଦ୍ରଜ ସିଂ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପର୍ଯ୍ୟବେକ୍ଷକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ୨ୟ ପର୍ଯ୍ୟବେକ୍ଷକ ଜୟ