Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ICICI ବ୍ୟାଙ୍କରୁ ଠକେଇ ମାମଲା, ଲକ୍ଷ୍ମୀସାଗର ଅଞ୍ଚଳରୁ ଅଭିଯୁକ୍ତ କୁ ଗିରଫ କଲା EOW

Bhubaneswar M Corp, Khordha | Aug 26, 2025
ICICI ବ୍ୟାଙ୍କରୁ ଠକେଇ ମାମଲା, ଲକ୍ଷ୍ମୀସାଗର ଅଞ୍ଚଳରୁ ଅଭିଯୁକ୍ତ କୁ ଗିରଫ କଲା EOW | ICICI ବ୍ୟାଙ୍କରୁ ଠକେଇ ମାମଲା | ଜଣେ ଅଭିଯୁକ୍ତ କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW | ଆଜି 4.43ରେ ଲକ୍ଷ୍ମୀସାଗର ଅଞ୍ଚଳରୁ ସୁବ୍ରତ କୁମାର ନାୟକଙ୍କୁ ଗିରଫ କଲା ଅର୍ଥ ନୈତିକ ଅପରାଧ ସାଖା | ଏ ଠକେଇ ମାମଲା ରେ ସୁବ୍ରତ ଙ୍କୁ ସହଯୋଗ କରିଥିଲେ ତାଙ୍କ ପତ୍ନୀ | 1କୋଟି 3ଲକ୍ଷ ଟଙ୍କା ରୁଣ ଠକେଇ ନେଇ EOW ରେ ଅଭିଯୋଗ କରିଥିଲେ ICICI ବ୍ୟାଙ୍କ ରିଜୋନାଲ ହେଡ଼ | ମୃତ ମାଆ କୁ ଜୀବିତ ଦର୍ଶାଇ ଜାଲ କାଗଜ ପତ୍ର ପ୍ରସ୍ତୁତ କରି ବ୍ୟାଙ୍କ ରୁ ଲୋନ ନେଇ ଥିଲେ ସୁବ୍ରତ |
Read More News
T & CPrivacy PolicyContact Us