This browser does not support the video element.
ଜୁନାଗଡ: ବନ୍ଧାଗାଁ ସ୍କୁଲ ର ଶିକ୍ଷକ ଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ରେ ଶିକ୍ଷକ ଙ୍କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୁଲିସ
Junagarh, Kalahandi | Sep 7, 2025
ବନ୍ଧାଗାଁରେ ରବିବାର ୩୧.୦୮.୨୫ରିଖ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣକ ହେଲେ ବନ୍ଧାଗାଁ ର। ବନ୍ଧାଗାଁ ସ୍କୁଲର ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ସାଙ୍ଗରେ ଦୀର୍ଘ ୧ ବର୍ଷ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଶେଷରେ ଶିକ୍ଷକ ବିବାହ କରିବାକୁ ମନା କରିଥିବାରୁ ଛତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଘଟଣା ରେ ରବିବାର ଅପରାହ୍ନ ୨ ଟା ରେ ଶିକ୍ଷକ କୁ କୋର୍ଟ ଚାଲାଣ କରିଛି ।