Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ ସଭାଗୃହ ରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ, ମତପ୍ରକାଶ କରିଛନ୍ତି ଜିଲ୍ଲା ପାଳ ଦିଲିପ ରାଉତ ରାୟ

Bhadrak Rural, Bhadrak | Sep 8, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭାଗୃହ ରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୨୧୦ ଟି ଅଭିଯୋଗ ହସ୍ତଗତ ହୋଇଥିବା ସୂଚନା ମିଳିଛି।ଏହି ଶିବିର ରେ ଭଦ୍ରକ ଜିଲ୍ଲା ପାଳ ଦିଲିପ ରାଉତ ରାୟ, ଭଦ୍ରକ ଏସପି ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର ଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡିଛି। ଆଜି ଦିନ ୧.୩୦ ମିନିଟ ସମୟରେ ଜନ ଅଭିଯୋଗ ଶୁଣାଣୀ ଶିବିର ଶେଷ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us