This browser does not support the video element.
ଆସିକା: ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ବେଡ଼ ବିଟନ ପ୍ରତିଯୋଗିତା ଉଦଘାଟିନ କଲେ ଆସିକା ବିଧାୟକ
Asika, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ହରିହର ମିନିଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ବହୁ ମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ବେଡ଼ ବିଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କ ସହ ବେଡ଼ ବିଟନ ଖେଳିଥିଲେ l ତେବେ ଏହି ପ୍ରତିଯୋଗିତା ତିନିଦିନ ଧରି ଆୟୋଜିତ ହେବାକୁ ଥିବା ବେଳେ ଆଜି ଦୁତୀୟ ଦିନ ରହିଛି l