Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ଉତ୍ତରବାଡ଼ ପଂଚାୟତ ସୁନାହାର ଗ୍ରାମରେ ପଂଚାୟତ ସଭାପତିଙ୍କ ଦେହାନ୍ତ ଖବର ପାଇ ପହଁଚିଲେ ଭଣ୍ଡାରିପୋଖରି ବିଧାୟକ ସଂଜୀବ ମଲ୍ଲିକ

Bhadrak Rural, Bhadrak | Aug 21, 2025
ଭଣ୍ଡାପୋଖରୀ ନିର୍ବାଚନ ମଣ୍ଡଳୀ ର ଉତ୍ତରବାଡ଼ ପଞ୍ଚାୟତ ର ସୁନାହାର ଗ୍ରାମର ପଞ୍ଚାୟତ ସଭାପତି ହେମନ୍ତ ଜେନା(ନଟିଆ ନନା ) ବଡ଼ ଭାଇ ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଜି ସଂଧ୍ୟା7 ଟାରେ ତାଙ୍କ ବାସଭବନରେ ପହଞ୍ଚି ପରିବାର ବର୍ଗ ଙ୍କୁ ଭେଟିବା ସହ ଏ ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସହାୟ ହେବା ନେଇ କାମନା କରିବା ସହିତ ଅମର ଆତ୍ମାର ସତ୍ ଗତି କାମନା କରିଛନ୍ତି ସାଥିରେ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ବହୁ ବରିଷ୍ଠ ନେତୃତ୍ବ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us