Download Now Banner

This browser does not support the video element.

ନୂଆପଡା: କୋମନା ନଦୀରୁ ବୃଦ୍ଧଙ୍କ ଶବ ଉଦ୍ଧାର କୋମନା ନଦୀରୁ ଆଜି ୮ ଟା ସମୟରେ ମୃତଦେହ ଭାସୁଥିବା ଖବର ପରେ ଲୋକଙ୍କ ଭିଡ଼ ଜମିଥିଲା। ପରେ କୋମନା ପୋଲିସ

Nuapada, Nuapada | Sep 30, 2025
କୋମନା ନଦୀରୁ ଆଜି ୮ ଟା ସମୟରେ ମୃତଦେହ ଭାସୁଥିବା ଖବର ପରେ ଲୋକଙ୍କ ଭିଡ଼ ଜମିଥିଲା। ପରେ କୋମନା ପୋଲିସ, ଡାକ୍ତରଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନଦୀରୁ ଶବକୁ ଉଦ୍ଧାର କରିଥିଲେ। ଉଦ୍ଧାର ଶବ କୋମନାର ଚୈତନ୍ୟ ବନଛୋର ନାମକ ଜଣେ ବୃଦ୍ଧଙ୍କର ବୋଲି ସୂଚନା ମିଳିଛି। ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ।
Read More News
T & CPrivacy PolicyContact Us