Download Now Banner

This browser does not support the video element.

ପରଜଙ୍ଗ: ଶିବୁଳାପଶି ସ୍ଵପ୍ନେଶ୍ବର ଶୈବ ପୀଠରେ ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Parajang, Dhenkanal | Sep 2, 2025
ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ,କାମାକ୍ଷାନଗର ଅଞ୍ଚଳର ଵହୁପୁରାତନ ଦେବୋତ୍ତର ବିଭାଗ ଅଧିନସ୍ଥ ଶିଵୁଳାପଶି ସ୍ଵପ୍ନେଶ୍ବର ମନ୍ଦିରରେ ଚଳିତ ବର୍ଷର ଷୋଳ ପୂଜା ଏଵଂ ମନ୍ଦିର ସମ୍ବନ୍ଧୀୟ ସାମଗ୍ରିକ ବିଷୟରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳାବର ଅପରାହ୍ନ ୪ଟାରେ ମନ୍ଦିର କମିଟିର ସଭାପତି ନିଶାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଏଵଂ ଆଖପାଖ ୨୪ ଖଣ୍ଡ ଗାଁର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ସେପ୍ଟେମ୍ବର ୧୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଷୋଳପୂଜା ହେବାକୁ ଯାଉଛି,
Read More News
T & CPrivacy PolicyContact Us