This browser does not support the video element.
ମହୁଲପାଲି: କର୍ଲିଆଡିହି କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ପାଞ୍ଚଗାଁ ଛକ ଠାରେ ଏକ ବୈଠକ ଅନୁଷ୍ଠିତ
Mahulpalli, Sambalpur | Sep 27, 2025
ବାମରା ବ୍ଲକ ଜରବଗା ପଞ୍ଚାୟତ ଅନ୍ତର୍ଗତ କର୍ଲିଆଡିହି କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ପାଞ୍ଚଗାଁ ଛକ ଠାରେ ଏକ ବୈଠକ ଆୟୋଜିତ ହୋଇଥିବା ଜଣାପଡିଛି। ଶନିବାର ଆୟୋଜିତ ହୋଇଥିବା ଉକ୍ତ ବୈଠକ ରେ ବେତଝରନ୍, କନ୍ଧକୁଲେଇ, ଲପଡ଼ା ଓ କର୍ଲିଆଡିହି ଗ୍ରାମ ର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି କର୍ଲିଆଡିହି ଗ୍ରାମ କୁ ନୂତନ ଗ୍ରାମ ପଞ୍ଚାୟତ ଭାବେ ଗଠନ କରିବା ନେଇ ଦାବି ଜଣାଇଥିଲେ।