This browser does not support the video element.
କେନ୍ଦୁଝର ସହର: ଭୁଇଁପୁର ନିକଟରେ ଦଳି ଦେଲା ଦନ୍ତା ହାତୀ ଘଟଣାସ୍ଥଳ ଚାଳିଗଲା ଯୁବକଙ୍କ ଜୀବନ
Kendujhar Town, Kendujhar | Aug 22, 2025
ହାତୀ ଆକ୍ରମଣରେ ଜଣେ ମୃତ ଏପରି ଦେଖିବାକୁ ମିଳିଛି ଚମ୍ପୁଆ ରେଞ୍ଜ ଭୁଇଁପୁର ନିକଟରେ ଆଜି ସନ୍ଧ୍ୟା ସମୟରେ ଦଳି ଦେଲା ଦନ୍ତା ହାତୀ ଘଟଣାସ୍ଥଳରେ ଚାଲି ଗଲା ଜୀବନ ମୃତ ଯୁବକଙ୍କ ଜଣଙ୍କ ହେଉଛନ୍ତି ପାଟଣା ବ୍ଲକ ଖିରେଇଟାଙ୍ଗୀରୀ ପଞ୍ଚାୟତ ଅନ୍ତର୍ଗତ ବାଘମରା ଗ୍ରାମର ଭଗବାନ ମହାନ୍ତ ଙ୍କ ପୁଅ ସିପୁନ ମହାନ୍ତ ବୋଲି ଜଣାପଡିଛି ଘଟଣାସ୍ଥଳରେ ଉତେଜେନା ଲାଗିରହିଛି ।