This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବରିଷ୍ଠ ନାଗରିକ ଦିବସ ପାଳିତ ବ୍ଲକ କାର୍ଯ୍ୟାଳୟରୁ ବାହାରିଲା ଶୋଭାଯାତ୍ରା
Nabarangapur PS, Nabarangpur | Oct 10, 2025
ବରିଷ୍ଠ ନାଗରିକ ଦିବସ ପାଳିତ ବ୍ଲକ କାର୍ଯ୍ୟାଳୟରୁ ବାହାରିଲା ଶୋଭାଯାତ୍ରା ନବରଙ୍ଗପୁର ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ମହା ସମାରୋହ ରେ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ସକାଳ ୧୦.୦୦ ଘ ସମୟରେ ନବରଙ୍ଗପୁର ବ୍ଲକ ଠାରୁ ଏକ ଶୋଭାଯାତ୍ରା ରେ ଶତାଧିକ ବରିଷ୍ଠ ନାଗରିକ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇ ସହର ମଧ୍ୟ ଦେଇ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀଗୃହ ରେ ପହଞ୍ଚି ଥିଲେ। ଏହି ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ୍ ଏବଂ ତପନ କୁମାର ଖୁଣ୍ଟିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।