Download Now Banner

This browser does not support the video element.

କାମାକ୍ଷାନଗର: ପାରିମାଳ ବ୍ଲକ ପାଇଁ ସୋମବାର ୪ଟାରେ ପଣ୍ଡୁଆ ଛକରେ ବିଧାୟକ ବିଭୁତି ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ

Kamakshyanagar, Dhenkanal | Sep 29, 2025
ପାରିମାଳ ବ୍ଲକ ପାଇଁ ସୋମବାର ୪ଟାରେ ପଣ୍ଡୁଆ ଛକରେ ବିଧାୟକ ବିଭୁତି ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଯାଉଥିବା ପାରିମାଳ ଅଞ୍ଚଳକୁ ନୂତନ ବ୍ଳକ ଗଠନ ଦାବିରେ ସୋମବାର ପଣ୍ଡୁଆ ଛକରେ ଏକ ଦାବିପତ୍ର ଅଞ୍ଚଳ ତରଫରୁ ବିଧାୟକ ବିଭୁତି ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us