Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତରୋଳ ପୂଜା କମିଟି ପକ୍ଷରୁ ୧୯ତମ ଗଣେଶ ମହୋତ୍ସବ ଓ ରୌପ୍ୟ ଜୟନ୍ତୀ ଉତ୍ସବ ବୁଧବାର ତରୋଳ ଠାରେ ଉଦ୍‌‌ଘାଟିତ ହୋଇଯାଇଛି

Cuttack M Corp PS, Cuttack | Aug 27, 2025
ତରୋଳ ପୂଜା କମିଟି ପକ୍ଷରୁ ୧୯ତମ ଗଣେଶ ମହୋତ୍ସବ ଓ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ ବୁଧବାର ସନ୍ଧ୍ୟା ୭ଟାରେ ଉଦ୍‌‌ଘାଟିତ ହୋଇଯାଇଛି।କମିଟି ଉପଦେଷ୍ଠା ନିରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌‌ଘାଟନୀ ସଭାରେ ଓଡ଼ିଶା ହାଇକୋର୍ଟ ବରିଷ୍ଠ ପ୍ରାକ୍ତନ ବିଚାରପତି ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ ଯୋଗଦେଇ ମହୋତ୍ସବକୁ ଉଦ୍‌‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌‌ ସଭାପତି ମନୋଜ କୁମାର ମିଶ୍ର, ଡେପୁଟୀ ମେୟର ଦମୟନ୍ତୀ ମାଝି ଯୋଗଦେଇଥିଲେ।
Read More News
T & CPrivacy PolicyContact Us