Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଗୋଲଗୁଣ୍ଡା ଛକ ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଆହତ

Sambalpur M, Sambalpur | Aug 27, 2025
ବୁର୍ଲା ଗୋଲଗୁଣ୍ଡା ଛକ ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୭ ଟା ରେ ଜୟାନନ୍ଦ ନାଏକ ଙ୍ନାମକ ଜଣେ ବ୍ୟକ୍ତି ସ୍କୁଟିରେ ଘରୁ ଆସୁଥିବା ବେଳେ ଏକ ବାଇକ ସହ ଦୁର୍ଘଟଣା ଘଟିଥିଲା l ଯାହାଫଳରେ ଘଟଣା ସ୍ଥଳରେ ଜୟାନନ୍ଦ ନାଏକ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଆରୋହୀ ଆହତ ହୋଇ ବୁର୍ଲା ଭୀମସାର ରେ ଭର୍ତି ହୋଇଛନ୍ତି l ସେପଟେ ଏହି ଘଟଣାରେ ବୁର୍ଲା ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ସେପଟେ ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି l
Read More News
T & CPrivacy PolicyContact Us