Download Now Banner

This browser does not support the video element.

ରାୟଗଡା: କାଶୀପୁର ବ୍ଲକର ରେଙ୍ଗା ଗ୍ରାମପଞ୍ଚାୟତର ୫ ଗୋଟି ଗ୍ରାମରେ ନେଟୱାର୍କ ସମସ୍ୟା ନେଇ ସିମିଲିଗୁଡାରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା

Rayagada, Rayagada | Sep 2, 2025
କାଶୀପୁର ବ୍ଲକର ରେଙ୍ଗା ଗ୍ରାମପଞ୍ଚାୟତର ଫଟାମୁଣ୍ଡ, ତେଲେଙ୍ଗିରି, ବlଜନସିଲ, ରଞ୍ଜୁଗୁଡା, ସେମିଲିଗୁଡା ୫ ଗୋଟି ଗ୍ରାମର ନେଟୱାର୍କ ସମସ୍ୟା ନେଇ ମଙ୍ଗଳବାର ଅପରାହ୍ନରେ ସିମିଲିଗୁଡା ରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା।
Read More News
T & CPrivacy PolicyContact Us