This browser does not support the video element.
କେନ୍ଦ୍ରାପଡା: ଆଳି ବ୍ଲକ ସଭାଗୃହ ପରିସରରେ ଷଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
Kendrapara, Kendrapara | Aug 22, 2025
ଆଳି ବ୍ଲକ ସଭାଗୃହ ପରିସରରେ ଷଷ୍ଠ ଆଳି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଚେୟାରମ୍ୟାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧିନସ୍ତ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ, ବିଡ଼ିଓ ଏବଂ ଆଳି ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ବିଭିନ୍ନ ଉନୟନ ମୂଳକ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ l