Download Now Banner

This browser does not support the video element.

ଯାଜପୁର: ନୂଆଗଡ ଛକରେ କୌଣସି ଘର କାର୍ଯ୍ୟ କରୁଥୁବା ବେଳେ ସ୍ଲାପ ଖସିପଡିବାରୁ ଯୁବକ ଗୁରୁତର, ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Jajapur, Jajpur | Sep 11, 2025
ନୂଆଗଡ ଛକରେ କୌଣସି ଘର କାର୍ଯ୍ୟ କରୁଥୁବା ବେଳେ ସ୍ଲାପ ଖସିପଡିବାରୁ ଯୁବକ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ଆଜି ନୂଆଗଡ ସ୍ଥିତ ଏକ ନିର୍ମାଣଧୀନ ଘରେ କିଛି ଯୁବକ କାମ କରୁଥିଲେ l ଏହି ସମୟରେ ଜନୈକ ଯୁବକ କାନ୍ଥ ଫଟେଇ କିଛି କାମ କରୁଥିଲେ l ହଠାତ ଘର ଉପରୁ ଏକ ବିରାଟ ସ୍ଲାପ ଖସିପଡି ଯୁବକଙ୍କ ଉପରେ ପଡ଼ିଥିଲା l ଫଳରେ ଯୁବକ ଜଣଙ୍କ ଗୁରୁତର ହେଇଯାଇଥିଲେ l ଦୁର୍ଘଟଣାକୁ ଦେଖି ସାଥିରେ କାମ କରୁଥୁବା ଅନ୍ୟ ଯୁବକ ମାନେ ତୁରନ୍ତ ଗୁରୁତର ଯୁବକକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us