Download Now Banner

This browser does not support the video element.

ଭଟଲି: ଭଟଲୀ ବିଜେପି କାର୍ଯ୍ୟାଳୟରେ ଜନଶୁଣାଣୀ କଲେ ସ୍ଥାନୀୟ ବିଧାୟକ

Bhatli, Bargarh (Baragarh) | Aug 23, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବିଜେପି କାର୍ଯ୍ୟାଲୟରେ ଆଜି 10 AM ରୁ 12:30 PM ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ଜନସାଧାରଣଙ୍କ ସମସ୍ୟାର ଜନଶୁଣାଣୀ କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ
Read More News
T & CPrivacy PolicyContact Us