This browser does not support the video element.
ଓରିଏଣ୍ଟ: ଝାରସୁଗୁଡାସ୍ଥିତ କାର୍ଡିଆକ କେଆର ହସ୍ପିଟାଲ ସହିତ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଲ
Orient, Jharsuguda | Sep 10, 2025
ଝାରସୁଗୁଡା ସ୍ଥିତ କାର୍ଡିଆକ କେଆର ହସ୍ପିଟାଲ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜଳ ପରୀକ୍ଷଣାଗାର ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ l ଝାରସୁଗୁଡା ଜିଲ୍ଲାପାଳ କୃଣାଳ ମୋତିରାମ ଚୌହାଣ ଆଜି ବୁଧବାର ଅପରାହ୍ନ ୨ ଟା ରୁ ୩ ଟା ମଧ୍ୟରେ ଝାରସୁଗୁଡା ସ୍ଥିତ କାର୍ଡିଆକ କେଆର ହସ୍ପିଟାଲ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜଳ ପରୀକ୍ଷଣାଗାର ଅଚାନକ ପରିଦର୍ଶନ କରିଛନ୍ତି l