Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମି ରେବାଲୁକା କଳା ରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l
Puri M, Puri | Aug 26, 2025
ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମି ରେ ବାଲୁକା କଳା ମାଧ୍ୟମ ରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଆଜି ଅପରାହ୍ନ 5 ସମୟରେ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଥିଲେ ସୁଦର୍ଶନ ପଟ୍ଟନାୟକ l
Share
Read More News
T & C
Privacy Policy
Contact Us
Your browser does not support JavaScript!