This browser does not support the video element.
ପାରଳାଖେମୁଣ୍ଡି: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତ ବାର୍ଷିକ ଉତ୍ସବ ପାଳନ
Paralakhemundi, Gajapati | Sep 28, 2025
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତ ବାର୍ଷିକ ଉତ୍ସବ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଅପରାହ୍ନ ଚାରିଟା ବେଳେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତ ବାର୍ଷିକ ଉତ୍ସବ ପାଳନ କରା ଯାଇଛି। ଏହି ଅବସରରେ ସଂଘର ସଦସ୍ୟ ମାନେ ଗଣ ବେଶ ପରିଧାନ କରି ଧ୍ଵଜ ପ୍ରଣାମ କରିଥିଲେ। ପରେ ସଂଘର ବଶିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ଵରେ ଉକ୍ତ ସଂଘପକ୍ଷରୁ ଗଣ ବେଶ ପଦ ଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଟି ନଗର ପରିକ୍ରମା ପୂର୍ବକ ପୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପହଞ୍ଚିଥିଲା।