This browser does not support the video element.
ନିମାପଡା: ଗୋପ ଥାନା ଏରବଙ୍ଗ ଗ୍ରାମରେ ମହିଳାଙ୍କ ଅର୍ଶ ଅପରେସନ କରି ୧ଲକ୍ଷ ଟଙ୍କା ଠକିବା ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Nimapada, Puri | Aug 25, 2025
ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ଗ୍ରାମସ୍ଥିତ ବାପଘରେ ରୂପାଲି ପ୍ରଧାନ ନାମକ ଜଣେ ମହିଳାଙ୍କ ଅର୍ଶ ଅପରେସନ କରି ୧ଲକ୍ଷ ଟଙ୍କା ଠକିବା ମାମଲା ରେ ଗୋପ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପଶ୍ଚିମ ବଙ୍ଗ ରାଜ୍ୟର ଶକ୍ତିକାନ୍ତ ମଣ୍ଡଳ ବୋଲି ପୋଲିସ ସୁଚନା ଦେଇଛି। ଶକ୍ତି କାନ୍ତ ନିଜକୁ ଡାକ୍ତର ପରିଚୟ ଦେଇ କୋଣାର୍କ ରେ ରହୁଥିଲା ବେଳେ ସ୍ଥାନୀୟ ଅଂଚଳରେ ବୁଲି ବୁଲି ଅର୍ଶ ରୋଗୀ ମାନଙ୍କୁ ଚିକିତ୍ସା କରିଥାଏ। ଗତ କିଛିଦିନ ତଳେ ସେ ରୂପାଲିଙ୍କ ଅର୍ଶ ଅପରେସନ କରିଥିଲେ। ପରବର୍ତ୍ତୀ ସମୟରେ ରୂପାଲିଙ୍କ ସ୍ବାସ୍ଥ୍ୟବସ୍ଥା ବିଗ