Download Now Banner

This browser does not support the video element.

ସୁନ୍ଦରଗଡ ସହର: ଡ଼ିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ତଳସରା ଥାନା ଶୁଣ୍ଢପାଣିରେ ଅବକାରୀ ଚଢାଉ 12 ଲିଟର ମଦ ସହ ଜଣେ ଅଭିଯୁକ୍ତ ଗିରଫ

Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ର୍ଅପରାହ୍ନ 4 ଟା ସମୟରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତା ନିକଟରୁ 12 ଲିଟର ମଦ ଜବତ କରିଛନ୍ତି ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ। ତେବେ ଏହି ଚଢାଉ ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିର୍ଦ୍ଦେଶରେ ହୋଇଥିଲା। ଏ ନେଇ ଅଭିଯୁକ୍ତ ହାବିଲ କୁଜୁର ନାମରେ PR case no: 218 ରେ ଏକ ମାମଲା ରୁଜ୍ଜୁ କରି ବିଭାଗ ତାକୁ ସନ୍ଧ୍ୟା 6 ଟା ସମୟରେ ଦଫା 52(a)(i) ରେ କୋର୍ଟ ଚାଲାଣ କରିଛନ୍ତି।
Read More News
T & CPrivacy PolicyContact Us