This browser does not support the video element.
ଖରିଆର: ଖଡ଼ିଆଳର କ୍ଷତ୍ରିୟ ଭବନରେ ଇଟିଏଣ୍ଡଟି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସ୍ୱାଗତ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ
Khariar, Nuapada | Sep 7, 2025
ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ସମାଜ ଭବନ ଠାରେ ଇଟିଏଣ୍ଡଟି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସ୍ୱାଗତ ସମର୍ଦ୍ଧନା ଉତ୍ସବ ଆଜି ୩ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। କେଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ପଦ୍ମଲୋଚନ ବର୍ମା ମୁଖ୍ୟ ଅତିଥି, ମୂଖ୍ୟ ବକ୍ତା ପଲ୍ଲୀପ୍ରଗତି କଲେଜର ଅଧ୍ୟକ୍ଷ ରୁଦ୍ରମାଧବ ବାରିକ, ଶିକ୍ଷାବିତ ପବିତ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ନିର୍ଦ୍ଦେଶକ ସତୀଶ କୁମାର ପଣ୍ଡା ପୈରୋହିତ୍ୟ କରିଥିବା ବେଳେ ଓକେସିଏଲର ଜିଲ୍ଲାମୁଖ୍ୟ ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ସଂସ୍ଥାପକ ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।