Download Now Banner

This browser does not support the video element.

ବୌଦ୍ଧ ସଦର: ଲକ୍ଷ୍ମୀ ପଦର ଗ୍ରାମରେ ବିଷ ପାନ କରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Baudh Sadar, Boudh (Bauda) | Aug 27, 2025
ବୁଧବାର ଦିନ ବୌଦ୍ଧ ଥାନା ବଘିଆ ପଡା ଗ୍ରାମର ଜଣେ 52 ବର୍ଷୀୟା ମହିଳା ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଦ୍ବାରା ଉଦ୍ଧାର ହୋଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସlଧୀନ ଅଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ କଳହକୁ ନେଇ ମହିଳା ଜଣକ ଘର ଲୋକଙ୍କ ଅଗୋଚରରେ ବିଷପାନ କରି ଦେଇଥିଲେ | ସେ ଗୁରୁତର ହେବା ପରେ ପରିବାର ଲୋକେ ଜାଣି ପାରି ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲେ l
Read More News
T & CPrivacy PolicyContact Us