This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ସହରରେ ମାରୱାଡ଼ି ସମାଜ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ
Jharsuguda, Jharsuguda | Dec 28, 2024
ଝାରସୁଗୁଡ଼ା ସହରରେ ମାରୱାଡ଼ି ସମାଜ ପକ୍ଷରୁ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ । ଝାରସୁଗୁଡ଼ା ମାରୱାଡ଼ି ସମାଜ ପକ୍ଷରୁ ଅନୁଷ୍ଠିତ ହେଉଛି ଶ୍ରୀ ଶ୍ୟାମ ଅମୃତ ମହୋତ୍ସବ । ଏବଂ ଏହି ଶ୍ରୀ ଶ୍ୟାମ ଅମୃତ ମହୋତ୍ସବ ପାଇଁ ଆଜି ଦିନ ୧୨ ଟା ସମୟରେ ଝାରସୁଗୁଡ଼ା ସହର ମୁଖ୍ୟ ରାସ୍ତାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।