This browser does not support the video element.
ଲାଞ୍ଜିଗଡ: ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହେଲେ ବିଜମରା ନିକଟରେ ବାଇକ୍ ଦୁର୍ଘଟଣାରେ ଗୁରୁତର ବାଇକ୍ ଚାଳକ
Lanjigarh, Kalahandi | Sep 8, 2025
ସୋମବାର ଅପରାହ୍ନରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ବିଜମରା ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଥିଲା। ଏଥିରେ ଜଣେ ବାଇକ୍ ଚାଳକ ଗୁରୁତର ହେଇଛନ୍ତି। ସ୍ଥାନୀୟ ଲୋକ ଗୁରୁତର ବାଇକ୍ ଚାଳକକୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଅଞ୍ଚଳରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ଜଳସେଚନ ବିଭାଗର ଏଖ ବୋଲେରୋ ରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ।