Download Now Banner

This browser does not support the video element.

ଫୁଲବାଣୀ ସହର: ଟିକାବାଲି ପୋଲିସ ତରଫରୁ ଶାନ୍ତି କମିଟି ଗଠନ ।

Phulabani Town, Kandhamal | Aug 22, 2024
ଟିକାବାଲି : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧିକାରୀଣୀ ଶ୍ରୀମତୀ କଲ୍ୟାଣୀ ମୟୀ ଷେଣ୍ଢଙ୍କ ନେତୃତ୍ୱରେ ଆଜି ଟିକାବାଲି ଥାନା ପରିସରରେ ଜନ ସଚେତନ ଆଗାମୀ ଦିନରେ ଅଞ୍ଚଳବସୀଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ପାଇଁ ଶାନ୍ତି କମିଟି ଅନୁଷ୍ଠିତ ହେଇଥିଲା lଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ କନ୍ଧମାଳ ଜିଲ୍ଲାରେ ହିନ୍ଦୁ ଖ୍ରୀଷ୍ଟିଆନ ସମ୍ପର୍କଦାୟକ ଦଙ୍ଗା ହେବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଏହା କୁ ଖଣ୍ଡନ କରିବା ସହ ଗୁଜବ ପ୍ରଚାର ବିରୁଦ୍ଧରେ ସଚେତନ କରୁଥିବା ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us