This browser does not support the video element.
ଅନୁଗୋଳ: ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଗୋଳ ଗଣେଶ ପୂଜା ନିମନ୍ତେ ବୈଠକ ଅନୁଷ୍ଠିତ
Anugul, Angul | Aug 26, 2025
ଆଜି ପୂର୍ବାହ୍ନରେ ଅନୁଗୋଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଗୋଳରେ ଗଣେଶ ପୂଜା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି । ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଉପାଜିଲ୍ଲାପାଳ ସମସ୍ତ ପୂଜା କମିଟିଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଚାନ୍ଦା ଆଦାୟ, ଡି ଜେ ବଜାଇବା ଓ ନିଶା ଦ୍ରବ୍ୟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏତଦବ୍ୟତିତ ଶାନ୍ତି ଶୃଙ୍ଗଳା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ବିଦ୍ୟୁତ୍ ଯୋଗାଣ, ପରିମଳ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥ