This browser does not support the video element.
ପାରଳାଖେମୁଣ୍ଡି: ରାୟଗଡ଼ ବ୍ଲକ ମିଶନ ଶକ୍ତି ଗୃହରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Paralakhemundi, Gajapati | Sep 12, 2025
ରାୟଗଡ଼ ବ୍ଲକ ମିଶନ ଶକ୍ତି ଗୃହରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମିଶନ ଶକ୍ତି ଗୃହରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ କାର୍ଯ୍ୟକ୍ରମରେ ୩୦ ଜଣ ଗ୍ରାମ୍ଯ ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିର କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ ଉଦଘାଟନ କରିଥିଵା ଵେଳେ ସିଡ଼ିପିଓ ଶ୍ରୀମତି ଵି. କମୋଳାଙ୍ଗି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ ଓ ଭାରପ୍ରାପ୍ତ ଜିପିଡିଓ ଭଗବାନ ନାୟକ ତାଲିମ କାର୍ଯ୍ୟକ୍ରମ ପରିଚା